ଭାରତରେ ଆସିପାରେ ଭୂତାଣୁର ନୂଆ ଲହର ଓମିକ୍ରାନ BF.7 ।

51
ADVERTISEMENT

ନୂଆଦିଲ୍ଲୀ,୧୭/୧୦(ଡ଼ି.ଏଚ ବ୍ୟୁରୋ):-ଭାରତରେ ଆସିପାରେ ଭୂତାଣୁର ନୂଆ ଲହର ଓମିକ୍ରାନ BF.7 । ଏହା ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଥିବା ବେଳେ ଚାଇନାର ମୋଙ୍ଗୋଲିଆରୁ ଉତ୍ପନ୍ନ ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱକୁ କବଜା କରିବାକୁ ଲାଗିଲାଣି l ଏବଂ ନୂତନ ଲହର ସୃଷ୍ଟି ହେବା ନେଇ ଆକଳନ କଲେଣି ବିଶେଷଜ୍ଞ ।

Advertisement