ଭୁବନେଶ୍ୱର,୧୫/୧୦(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ନକଲି ଔଷଧ କାରବାର ଘଟଣାକୁ ନେଇ ଲାଗିଲା କଟକଣା। ଏଣିକି ମେଡିସିନ ବ୍ୟବସାୟୀ ପଞ୍ଜୀକୃତ କମ୍ପାନୀରୁ ଔଷଧ କିଣିପାରିବେ । ବାହାର ରାଜ୍ୟରୁ ଔଷଧ ଆଣିପାରିବେ ନାହିଁ। ଏନେଇ ଓଡିଶା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ସମ୍ପାଦକ ପ୍ରଶାନ୍ତ ମହାପାତ୍ରଙ୍କ ସୂଚନା ।