ଏଣିକି ହିନ୍ଦୀରେ ପଢାହେବ ଡ଼ାକ୍ତରୀ ପାଠ୍ୟକ୍ରମ ।

54
ADVERTISEMENT

ମଧ୍ୟପ୍ରଦେଶ,୧୨/୧୦(ଡି.ଏଚ ବ୍ୟୁରୋ):-ଏଣିକି ହିନ୍ଦୀରେ ପଢାହେବ ଡ଼ାକ୍ତରୀ ପାଠ୍ୟକ୍ରମ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ୧୬ ରେ ମଧ୍ୟପ୍ରଦେଶର ଭୋପାଳରେ MBBS ର ପ୍ରଥମ ବର୍ଷ ପାଇଁ ହିନ୍ଦୀରେ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବେ ଗୃହମନ୍ତ୍ରୀ ।

Advertisement