ବ୍ରହ୍ମପୁର,୧୦/୧୦(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଘୋସାଣି ନୂଆଗାଁରେ ଶେଷ ହେଲା ୧୫ ଦିନ ଧରି ଚାଲିଥିବା ମା କାଳୁଆଙ୍କ ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ ମାଆ ନେଲେ ବିଦାୟ । ଏବଂମାଆଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ବାଜା , ଘଣ୍ଟ, ଶଙ୍ଖ ନାଦ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ।