ବଙ୍ଗୋପସାଗରରେ ଆଗକୁ ପୁଣି ଏକ ଘୂର୍ଣ୍ଣିବଳୟ ଆସୁଛି ।

52
ADVERTISEMENT

ବ୍ରହ୍ମପୁର,୦୭/୧୦(ଡି.ଏଚ ବ୍ୟୁରୋ):-ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେବ ଫଳରେ ପୂଜା ମଉଜ ଫିକା ପଡିବ ସହ ବେହାଲ ହୋଇପଡିଛନ୍ତି ରାଜ୍ୟବାସୀ l ଏବଂ ପାଣିପାଗ ପୂର୍ବାନୁମାନଯାୟୀ ବଙ୍ଗୋପସାଗରରେ ଆଗକୁ ପୁଣି ଏକ ଘୂର୍ଣ୍ଣିବଳୟ ଆସୁଛି । ଯାହାର ପ୍ରଭାବରେ ଆସନ୍ତା ୧୫ ଯାଏଁ ବର୍ଷା ସମ୍ଭାବନା ।

Advertisement