ଆଞ୍ଚଳିକଗଞ୍ଜାମ ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର ପାଣିରେ ବୁଡ଼ି ନିଖୋଜ ଥିବା ନାବାଳକର ଆଜି ମୃତଦେହ ଉଦ୍ଧାର l By DuniaHalchal - October 7, 2022 58 Share FacebookTwitterPinterestWhatsApp ADVERTISEMENT ବ୍ରହ୍ମପୁର,୦୭/୧୦(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର ପାଣିରେ ବୁଡ଼ି ନିଖୋଜ ଥିବା ନାବାଳକର ଆଜି ମୃତଦେହ ଉଦ୍ଧାର l ମୃତ ନାବାଳକ ଜଣକ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ବୋଲି ସୂଚନା । Advertisement