ଭଦ୍ରକ ଜିଲ୍ଲାରେ ମା ଦୁର୍ଗାଙ୍କ ଭାଷାଣି ବେଳେ ଅଘଟଣ ।

69
ADVERTISEMENT

ଭଦ୍ରକ,୦୭/୧୦(ଡି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲାରେ ମା ଦୁର୍ଗାଙ୍କ ଭାଷାଣି ବେଳେ ଅଘଟଣ । ସ୍ଥାନୀୟ ସାଳନ୍ଦୀ ନଦୀର ବାଉଦପୁର ଘାଟ ନିକଟରେ ଭଷାଣି ବେଳେ ଠାକୁରଙ୍କ ମେଢ଼ ସହ ୪ ଜଣ ଭାସିଯାଇଥିଲେ । ଫଳରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା । ଭଷାଣି ଶୋଭାଯାତ୍ରt ଭଦ୍ରକ ସହରର ଜାନୁଗଞ୍ଜ ମଣ୍ଡପରୁ ବାହାରିଥିଲା ।

Advertisement