ଆଞ୍ଚଳିକକୋରାପୁଟ ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲ କାର୍ଯ୍ୟାଳୟର କିରାଣୀ ସତ୍ୟ ନାରାୟଣ ଦଳେଇ l By DuniaHalchal - September 28, 2022 71 Share FacebookTwitterPinterestWhatsApp ADVERTISEMENT କୋରାପୁଟ,୨୮/୯(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲ କାର୍ଯ୍ୟାଳୟର କିରାଣୀ ସତ୍ୟ ନାରାୟଣ ଦଳେଇ l ସେ ଡଙ୍ଗର ଜମିକୁ ଘରବାଡ଼ି ପଟ୍ଟା କରାଇଦେବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । Advertisement