ବ୍ରହ୍ମପୁର ଭିଜିଲାନ୍ସ୍ ଜାଲରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସିଏଚ୍.ଚନ୍ଦ୍ରେୟା।

70
ADVERTISEMENT

ବ୍ରହ୍ମପୁର,୨୮/୯(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଭିଜିଲାନ୍ସ୍ ଜାଲରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସିଏଚ୍.ଚନ୍ଦ୍ରେୟା। ସେ ଏକ ବନ୍ଧର ପୁନରୁଦ୍ଧାର କାମର ବିଲ୍ ପାସ୍ କରିବାକୁ ୨୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ୍ ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ଏବଂ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନ୍ସ ଜେରା କରିଥିବା ସୂଚନା ।

Advertisement