କଟକ ସହରରେ ନକଲି ଔଷଧ କାରବାରର ପର୍ଦାଫାଶ ବଢ଼ିବାରେ ଲାଗିଛି ।

71
ADVERTISEMENT

କଟକ,୨୩/୯(ଡି.ଏଚ ବ୍ୟୁରୋ):-କଟକ ସହରରେ ନକଲି ଔଷଧ କାରବାରର ପର୍ଦାଫାଶ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୪୫ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଥିବାବେଳେ ଉଭୟ ପୋଲିସ ଓ ଭେଷଜ ନିୟନ୍ତ୍ରଣ ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏବଂ ଆଗକୁ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସି ପାରେ ବୋଲି ଅନୁମାନ କରାଯାଉଛି ।

Advertisement