ବଲାଙ୍ଗୀର- ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ଜାମସର ନିକଟରେ ରାସ୍ତା କଡ଼ ପୋଖରୀ ଭିତରକୁ ପଶିଲା କାର୍,ସ୍ତ୍ରୀର ପାଣିରେ ବୁଡି ମୃତ୍ୟୁ l

71
ADVERTISEMENT

ବଲାଙ୍ଗୀର,୧୩/୯(ଡି.ଏଚ୍ ବ୍ୟୁରୋ):-ବଲାଙ୍ଗୀର- ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ଜାମସର ନିକଟରେ ଟ୍ରକକୁ ଓଭରଟେକ କରି ରାସ୍ତା କଡ଼ ପୋଖରୀ ଭିତରକୁ ପଶିଲା କାର୍ l ଫଳରେ କାର ଭିତରେ ଥିବା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରୁ ସ୍ତ୍ରୀର ପାଣିରେ ବୁଡି ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ।

Advertisement