ଆଞ୍ଚଳିକକଟକ ସିଲଭର ସିଟି କଟକରେ ନକଲି ଔଷଧ କାରବାର ଅଭିଯୋଗ। By DuniaHalchal - September 8, 2022 81 Share FacebookTwitterPinterestWhatsApp ADVERTISEMENT କଟକ,୦୮/୯(ଡି.ଏଚ୍ ବ୍ୟୁରୋ):-ସିଲଭର ସିଟି କଟକରେ ନକଲି ଔଷଧ କାରବାର ଅଭିଯୋଗ। ଯାହା ଫଳରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଂଟ୍ରୋଲେର ଟିମ । ଏବଂ ସମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ । Advertisement