କଟକ,o୪/୯(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ବୀରବରପୁର ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ପୁଅ, ଝିଅଙ୍କ ଜୀବନ ଚାଲି ଯାଇଥିବା ବେଳେ ବାପା-ମା ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ଥିଲେ । କିନ୍ତୁ ଆଜି ମାଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାପା ଗୁରୁତର ଅଛନ୍ତି ।