ଗଣେଶ ପୂଜା ମଣ୍ଡପ ନିର୍ମାଣକୁ ବିରୋଧ କରି ୨ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ।

73
ADVERTISEMENT

ଭଦ୍ରକ,୩୧/୮(ଡି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡ଼ା ପଞ୍ଚାୟତର ବେଦପୁର ଗାଁରେ ଗଣେଶ ପୂଜା ମଣ୍ଡପ ନିର୍ମାଣକୁ ବିରୋଧ କରି ୨ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ। ଫଳରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୧୪୪ ଧାରା ଜାରି କରାଯିବl ସହି ପୋଲିସ ମୁତୟନ ହୋଇଛି। ଏବଂ ଆସନ୍ତା ୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ ବୋଲି ସୂଚନା ।

Advertisement