ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣି ହତ୍ୟା ।

89
ADVERTISEMENT

ବଲାଙ୍ଗୀର,୧୬/୮(ଡି.ଏଚ୍ ବ୍ୟୁରୋ):-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣି ହତ୍ୟା। ବଲାଙ୍ଗୀର ଭୀମଭୋଇ ମେଡକାଲ ଡାଇରିଆ ୱାର୍ଡ ନିକଟରେ ଦୁଇ ଦୃବର୍ତ୍ତ ମାଆ ଓ ପୁଅକୁ ଖଣ୍ଡାରେ ଆକ୍ରମଣ କରି ଫେରାର୍ । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ଏବଂ ଟାଉନଥାନା ପୋଲିସର ତଦନ୍ତ ଜାରି ।

Advertisement