ଆନ୍ଧ୍ରପ୍ରଦେଶର ନନ୍ଦୀୟାଲ ଜିଲ୍ଲାର ଭେଲୁଗୋଡୁ ଜଳଭଣ୍ଡାରରେ ଭାସିଗଲେ ୫୦୦ ଗାଈ ।

172
ADVERTISEMENT

ଆନ୍ଧ୍ରପ୍ରଦେଶ,୨୪/୭(ଡି.ଏଚ୍ ବ୍ୟୁରୋ):-ଆନ୍ଧ୍ରପ୍ରଦେଶର ନନ୍ଦୀୟାଲ ଜିଲ୍ଲାର ଭେଲୁଗୋଡୁ ଜଳଭଣ୍ଡାରରେ ଭାସିଗଲେ ୫୦୦ ଗାଈ । ତେବେ ୫୦୦ ଗାଈ ମଧ୍ୟରୁ ୩୫୦ ଉଦ୍ଧାର ହୋଇଥିବା ବେଳେ ୧୫୦ ନିଖୋଜ ଅଛନ୍ତି । ସମସ୍ତ ଗାଈ ଜଳଭଣ୍ଡାର ନିକଟରେ ଘାସ ଚରୁଥିବା ବେଳେ ନିକଟ ଜଙ୍ଗଲରୁ କିଛି ଜଙ୍ଗଲି ଘୁଷୁରୀ ଆକ୍ରମଣ କରିଥିଲା । ଫଳରେ ଗାଈ ଗୁଡ଼ିକ ଭୟଭୀତ ହୋଇ ଜଳ ଭଣ୍ଡାରମଧ୍ୟକୁ ଡେଇଁ ପଡ଼ି ଜଳଭଣ୍ଡାରର ପ୍ରଖର ସ୍ରୋତରେ ଭସିଯାଇଥିଲେ ।

Advertisement