ଭୁବନେଶ୍ୱର,୨୧/୭(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନିରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ମଲରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟୀକାକରଣ ବ୍ୟବସ୍ଥା । ଫଳରେ ହିତାଧିକାରୀ ଉଭୟ ଅନଲାଇନ ଓ ଅନ ସ୍ପଷ୍ଟରେ ନେଇ ପାରିବେ ଟିକା । ସେପଟେ ଦୈନିକ ୩ହଜାରରୁ ଅଧିକ ଟେଷ୍ଟିଂ ପାଇଁ ଯୋଜନ କରିଛି BMC ।