କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳରୁ ୯ କିଲୋ ୯୪୦ ଗ୍ରାମ ଓଜନର ଅଫିମ ଜବତ ସହ ୫ ଜଣ ଗିରଫ ।

66
ADVERTISEMENT

ହରିଚନ୍ଦନପୁର,୨୦/୭(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳରୁ ଅଫିମ ଚୋରା ଚାଲାଣ ବେଳେ ସ୍ଥାନୀୟ ପୋଲିସ ପକ୍ଷରୁ ଏକ କାରରୁ ୯ କିଲୋ ୯୪୦ ଗ୍ରାମ ଓଜନର ଅଫିମ ଜବତ ସହ ୫ ଜଣ ଗିରଫ । ଏବଂ ଜବତ ଅଫିମର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ।

Advertisement