ଆଞ୍ଚଳିକଗଜପତି ଗଜପତି ଜିଲ୍ଲା କଳକୋଟ ପଞ୍ଚାୟତର ଜାଙ୍ଗିର ତୁଲ ଗ୍ରାମ ପାହାଡରୁ ଝରଣା ପାଣି ମାଡି ଆସିବା ଫଳରେ ରାସ୍ତା ଧୋଇ ହୋଇଯିବା ସହ ଧସିଲା ମାଟି ଅତଡା । By Dunia Halchal - July 17, 2022 73 Share FacebookTwitterPinterestWhatsApp ADVERTISEMENT ଗଜପତି,୧୭/୭(ଡି.ଏଚ ବ୍ୟୁରୋ):-ରାଜ୍ୟରେ ମୌସୁମୀ ଜନିତ ବର୍ଷା ଯୋଗୁଁ ଗଜପତି ଜିଲ୍ଲା କଳକୋଟ ପଞ୍ଚାୟତର ଜାଙ୍ଗିର ତୁଲ ଗ୍ରାମ ପାହାଡରୁ ଝରଣା ପାଣି ମାଡି ଆସିବା ଫଳରେ ରାସ୍ତା ଧୋଇ ହୋଇଯିବା ସହ ଧସିଲା ମାଟି ଅତଡା । ଫଳରେ ଗାଁରେ ପାଣି ପଶି ଘର ଏବଂ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୁଚନା । Advertisement