ସୋର,୧୪/୭(ଡି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ସୋର-ଅଂଚଳର ୧୬ ନମ୍ବର ଜାତୀୟ ରାଜପଥ ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍ । କିଛି ଦୃବୁତ୍ତ ପେଟ୍ରୋଲ୍ ପମ୍ପ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ନେଇଥିବା ଅଭିଯୋଗ । ଏବଂ ଘଟଣାସ୍ଥଳରେ ସୋର ପୋଲିସ ର ତଦନ୍ତ ଜାରି ଥିବାବେଳେ ଲୁଟ୍ ସମୟର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ସୂଚନା l