କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତଙ୍କ ଏସିଡ୍ ମାଡ ।

84
ADVERTISEMENT

ତିଗିରିଆ,୧୩/୭(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତଙ୍କ ଏସିଡ୍ ମାଡ । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର । ଏବଂପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଏଭଳି ଏସିଡ୍ ମାଡ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳେ ତିଗିରିଆ ପୋଲିସର ତଦନ୍ତ ଜାରି।

Advertisement