ଭିଜିଲାନ୍ସ ଜାଲରେ ନିମାପଡା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ।

63
ADVERTISEMENT

ନିମାପଡା,୧୨/୭(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ନିମାପଡା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ଏକ କାଳୀନ ୭ଟି ଜାଗାରେ ଭିଜିଲାନ୍ସ ଟିମର ଚଢ଼ାଉ ଜାରି । ଏହାସହ ନଗଦ ଲକ୍ଷାଧିକ ଟଙ୍କା, ସୁନାଗହଣା, ବିଭିନ୍ନ ବ୍ୟାଙ୍କର ପାସ୍ ବୁକ, ବୀମା ବଣ୍ଡ, ନାମୀ ଦାମୀ ଗାଡି ଓ ସୌଖିନ ସାମଗ୍ରୀ ଆଦି ଭିଜିଲାନ୍ସ ଜବତ କରିଥିବା ସୂଚନା l

Advertisement