ଆଜି ଶ୍ରୀଜିଉଙ୍କ ସୁନାବେଶ l

150
ADVERTISEMENT

ପୁରୀ,୧୦/୭(ଡି.ଏଚ ବ୍ୟୁରୋ):-ଆଜି ଶ୍ରୀଜିଉଙ୍କ ସୁନାବେଶ l ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧା ମୂରତି l ଏବଂ ଜନସମୁଦ୍ର ପାଲଟିବ ବଡ଼ଦାଣ୍ଡ । ୨ ବର୍ଷ ପରେ ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୁନା ବେଶ ନୀତି ଅପରାହ୍ନ ୫ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୬ଟାରେ ବେଶ ଶେଷ ହେବ ।

Advertisement