ଆଜି ପବିତ୍ର ବାହୁଡ଼ା ଯାତ୍ରା।

84
ADVERTISEMENT

ପୁରୀ,୦୯/୭(ଡି.ଏଚ ବ୍ୟୁରୋ):- ଆଜି ପବିତ୍ର ବାହୁଡ଼ା ଯାତ୍ରା। ଶ୍ରୀଜିଉ ଜନ୍ମବେଦିରେ ଲୀଳାଖେଳା ଶେଷ କରି ଲକ୍ଷଲକ୍ଷ ଭକ୍ତମେଳରେ ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଏଥିଲାଗି ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ସମାପ୍ତ ହୋଇ ରଥାରୂଢ଼ ହେଲେଣି। । ଏବଂ ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୭୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିବାବେଳେ ବ୍ୟାପକ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି।

Advertisement