ଗଜପତି ଜିଲ୍ଲା ମୋହନା ଅଂଚଳରେ ଥିବା ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ଜଣଙ୍କର ମୃତ୍ୟୁ ।

103
ADVERTISEMENT

ମୋହନା,୦୭/୭(ଡି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ଅଂଚଳର ଧେପସାହିରେ ଥିବା ଏକ ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ଜଣଙ୍କର ମୃତ୍ୟୁ । ଗ୍ୟାସ ଲିକରୁ ଶ୍ଵାସରୁଦ୍ଧ ହୋଇ ତିନି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉ ଥିବାବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି । ଏବଂ ସମସ୍ତ ମୃତକମାନେ ଚାଓମିନ୍ ପ୍ରସ୍ତୁତ କରି ବିଭିନ୍ନ ଦୋକାନରେ ଯୋଗାଉଥିଲେ ।

Advertisement