ମା’କୁ ପନିକିରେ ହାଣିହତ୍ୟା କଲା ପୁଅ ।

84
ADVERTISEMENT

କଟକ,o୬/୭(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ମା’କୁ ପନିକିରେ ହାଣିହତ୍ୟା କଲା ପୁଅ । ମୃତକ ମା’ ହେଲେ ପ୍ରମିଳା ସ୍ବାଇଁ । ହତ୍ୟା ପରେ ଘଟଣାସ୍ଥଳରୁ ପୁଅ ଜିତେନ୍ଦ୍ର ସ୍ବାଇଁ ଫେରାର ଥିବାବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି । ଏବଂ ପାରିବାରିକ କଳହରୁ ମା’କୁ ପୁଅ ହତ୍ୟା କରିଥିବା ସନ୍ଦେହ ।

Advertisement