ପୁରୀ,o୩/୬(ଡି.ଏଚ ବ୍ୟୁରୋ):-ଜନ୍ମବେଦୀ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ଆଜିଠାରୁ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ, ଆଡ଼ପ ଅବଢ଼ା ମଧ୍ୟ ପାଇବେ। ଫଳରେ ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ଭିଡ଼ ଜମିଥିବାବେଳେ ଭକ୍ତମାନେ ଆଜି ଉଭୟ ପରିମାଣିକ ଓ ସାହାଣମେଲା ଦର୍ଶନ କରିପାରିବେ।