ଖୋର୍ଦ୍ଧା ସିମୋର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ଯାତ୍ରାବାହୀ ଘରୋଇ ବସ୍ ଲିଙ୍ଗରାଜ ।

77
ADVERTISEMENT

ଖୋର୍ଦ୍ଧା,o୩/୬(ଡି.ଏଚ ବ୍ୟୁରୋ):-ଖୋର୍ଦ୍ଧା ସିମୋର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ଯାତ୍ରାବାହୀ ଘରୋଇ ବସ୍ ଲିଙ୍ଗରାଜ । ଯାହାଫଳରେ ବସ୍ରେ ଥିବା ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଉକ୍ତ ବସ୍ଟି ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

Advertisement