କଟକ,୦୨/୭(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ଟାଙ୍ଗି ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ବୋଲରେକୁ ଧକ୍କା ଦେଲା ଟ୍ରକ୍ । ଫଳରେ ବୋଲେରୋରେ ଥିବା ୧୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଭାବେ ଆହତ ହୋଇ କଟକ ହସ୍ପିଟାଲରେ ଭର୍ତ୍ତି l ଏବଂ ସମସ୍ତ ଯାତ୍ରୀ ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ଯାଜପୁର ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।