ଆସନ୍ତାକାଲି ଘୋଷଯାତ୍ରା ।

73
ADVERTISEMENT

ପୁରୀ,୩୦/୬(ଡି.ଏଚ ବ୍ୟୁରୋ):-ଆସନ୍ତାକାଲି ଘୋଷଯାତ୍ରା । ରତ୍ନସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିବେ ତିନି ଠାକୁର । ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡି ଯିବେ ଚତୁର୍ଦ୍ଧାମୁରତୀ । ମହାପ୍ରଭୁଙ୍କ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ । ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ନୀତ ସରିବା ପରେ ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ରଥ ଟଣା ହୋଇ ସିଂହଦ୍ୱାର ସାମ୍ନାକୁ ଆସି ରଖାଯିବ ।

Advertisement