ମାଲକାନଗିରି,୨୯/୬(ଡି.ଏଚ ବ୍ୟୁରୋ):-ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ବାଦୀଂକ ଉନ୍ନତ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ସରପଞ୍ଚଙ୍କୁ ଗଳା କାଟି କଲେ ହତ୍ୟା । ଗତ ଦୁଇ ଦିନ ତଳେ ନକ୍ସଲମାନେ ଅପହରଣ କରିଥିବା ବେଳେ ଆଜି ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି ।ମୃତକ ହେଲେ ମୋରମେଡ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ ।ଏବଂ ଘଟଣା ସ୍ଥଳରେ ବିଜାପୁର ପୋଲିସର ତଦନ୍ତ ଜାରି ।