ଭୁବନେଶ୍ବରସ୍ଥିତ ଖୋର୍ଧା ଜିଲ୍ଲା କୋର୍ଟ ପରିସରରୁ ପୁଲିସ୍ ଉପସ୍ଥିତିରେ ଚମ୍ପଟ ମାରିଲା କୁଖ୍ୟାତ ନିଶାମାଫିଆ ।

90
ADVERTISEMENT

ଭୁବନେଶ୍ବର,୨୬/୬(ଡି.ଏଚ ବ୍ୟୁରୋ):-ଭୁବନେଶ୍ବରସ୍ଥିତ ଖୋର୍ଧା ଜିଲ୍ଲା କୋର୍ଟ ପରିସରରୁ ପୁଲିସ୍ ଉପସ୍ଥିତିରେ ଚମ୍ପଟ ମାରିଲା କୁଖ୍ୟାତ ନିଶାମାଫିଆ । ସେ ନିଶା କାରବାର ପାଇଁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ଲକ୍ଷେ ଟଙ୍କା ଜରିମାନାରେ ଦଣ୍ଡିତ ହୋଇଥିଲା। କିନ୍ତୁ କୋର୍ଟଙ୍କ ରାୟ ପ୍ରକାଶ ପରେ ସେଠାରୁ ତାକୁ ଝାରପଡ଼ା ଜେଲ୍ ନେବାକୁ ପ୍ରସ୍ତୁତି ଚାଲିଥିବାବେଳେ କୋର୍ଟ ପରିସରରୁ ଚମ୍ପଟ ମାରିଲା ଆସାମୀ ।

Advertisement