ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି।

70
ADVERTISEMENT

ପୁରୀ ,୧୫/୬(ଡି.ଏଚ ବ୍ୟୁରୋ):-ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏବଂ ଅସୁସ୍ଥ ଶ୍ରୀଜିଉଙ୍କ ଅଣସର ପିଣ୍ଡିରେ ବିଜେ ପରେ ଶ୍ରୀମନ୍ଦିରକୁ ବିଜେ କରି ପୂଜା ପାଉଛନ୍ତି ପଟିଦିଅଁ ଓ ଅନ୍ୟ ଦେବାଦେବୀମାନେ ।

Advertisement