ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଳଷ୍ଟେସନରେ ବିଭିନ୍ନ ଦାବି ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରେଳରୋକ ।

88
ADVERTISEMENT

ଗଜପତି,୧୦/୬(ଡି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଳଷ୍ଟେସନରେ ବିଭିନ୍ନ ଦାବି ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରେଳରୋକ । ଷ୍ଟେସନର ଦୋହରିକରଣ, ପାନୀୟ ଜଳ ବ୍ୟବସ୍ଥା, ଷ୍ଟେସନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଇତ୍ୟାଦି ଯୋଗାଇବା ଦାବିରେ ଗୁଣପୁର-ପୁରୀ ଟ୍ରେନକୁ ଅଟକାଇବା ସହ ଧାରଣା ଦେଇଥିଲେ ।

Advertisement