ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର ।

74
ADVERTISEMENT

ପୁରୀ,୨୮/୫(ଡି.ଏଚ ବ୍ୟୁରୋ):-ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର । ଏବଂ ଗତକାଲି ଅପରାହ୍ନ ସୁଦ୍ଧା ୩୯ଟି ଚକ ତିଆରି ସରିଥିବାବେଳେ ଏଣିକି ଦଣ୍ଡା ଅନୁକୂଳ ଓ ଭୂଇଁ କାଠରେ ବିନ୍ଧ ଅନୁକୂଳ ହେବ ବୋଲି କହିଛନ୍ତି ରଥର ମୁଖ୍ୟ ବିଶ୍ୱକର୍ମା ।

Advertisement