ବରଯାତ୍ରୀ ବୋଲେରୋ ଗାଡି ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେବା ଫଳରେ ୨ ମୃତ୍ୟୁ ।

82
ADVERTISEMENT

ମୟୂରଭଞ୍ଜ,୨୪/୫(ଡି.ଏଚ୍ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ବରଯାତ୍ରୀ ବୋଲେରୋ ଗାଡି ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଏବଂ ଦୁଇ ମୃତକ ହେଲେ ଗୋଡ଼ଭଙ୍ଗା ଅଞ୍ଚଳର କ୍ଷେତ୍ରବାସୀ ମହାରଣାଓ କୁଳମଣି ଦାସ ।

Advertisement