ଆଞ୍ଚଳିକବଲାଙ୍ଗୀର ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ ବଲାଙ୍ଗିର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ । By Dunia Halchal - May 22, 2022 77 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗିର,୨୨/୫(ଡି.ଏଚ ବ୍ୟୁରୋ):-ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ ବଲାଙ୍ଗିର ଫରେଷ୍ଟର ଭଗବତିଆ ଦାଶ ଓ ଫରେଷ୍ଟ ଗାର୍ଡ ଗୋପଳ ଗଡ଼ତିଆ । ଉଭୟ ଏକ କାଠ ବୋଝେଇ ଟ୍ରାକ୍ଟରକୁ ମୁକୁଳାଇବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା । । Advertisement