ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେବ ଭଉଁରୀ ଯାତ୍ରା ।

74
Famous Lord jagannath temple puri at night with colorful sky background wallpaper
ADVERTISEMENT

ପୁରୀ,୨୨/୫(ଡି.ଏଚ ବ୍ୟୁରୋ):-ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେବ ଭଉଁରୀ ଯାତ୍ରା । ଏବଂ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ଏହି ଶେଷ ଦିନରେ ପ୍ରଭୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ନୌକାବିହାର କରିବେ । ସେପଟେ ରଥଖଳାରେ ଅନୁଷ୍ଠିତ ହେବ ଅଖଚକ ଡେରା ନୀତି ଏନେଇ ଚଳଚଞ୍ଚଳ ହୋଇଉଠିଛି ରଥଖଳା ।

Advertisement