କୋରାପୁଟ,୧୧/୫(ଡି.ଏଚ୍ ବ୍ୟୁରୋ)-କୋରାପୁଟ ଜିଲ୍ଲା ଜୟପୁରର ଦେଓଘାଟି ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରେଲର ସହ ବରଯାତ୍ରୀ ବସ୍ ଧକ୍କା ହେବା ଯୋଗୁଁ ଓଲଟିଲା ବରଯାତ୍ରୀ ବସ୍ । ଫଳରେ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଲୋକେ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବରଯାତ୍ରୀ ଗାଡିଟି ଜୟପୁରରୁ ଆର.ଉଦୟଗିରି ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।