ଆଜି IPLର ୪୦ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମଧ୍ୟରେ ହେବ ମୁହାଁମୁହିଁ ।

149
ADVERTISEMENT

ଭୁବନେଶ୍ୱର,୨୭/୪(ଡି.ଏଚ ବ୍ୟୁରୋ):-ଆଜି IPLର ୪୦ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମଧ୍ୟରେ ହେବ ମୁହାଁମୁହିଁ । ଏହି ମ୍ୟାଚକୁ ନେଇ ଦର୍ଶକ ମହଲରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିବା ବେଳେ ପୂର୍ବରୁ ସନରାଇଜର୍ସ ଠାରୁ ପରାଜିତ ହୋଇଥିବା ଟାଇଟନ୍ସ ଜିତିବା ଲକ୍ଷ୍ୟ ରଖିଛି ।

Advertisement