ତାମିଲନାଡୁ,୨୭/୪(ଡି.ଏଚ ବ୍ୟୁରୋ):-ତାମିଲନାଡୁର ତଞ୍ଜାଭୁରଜିଲ୍ଲାରେ ଅଭାବନୀୟ ଘଟଣା । ସ୍ଥାନୀୟ ମନ୍ଦିରର ରଥଉତ୍ସବ ଶୋଭାଯାତ୍ରା ବେଳେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ରଥରେ ନିଆଁ ଲାଗି୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା । ଏବଂ ଖବର ପାଇ ଘଟଣାସ୍ଥଳରେ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ।