କେନ୍ଦୁଝର,୨୬/୪(ଡି.ଏଚ ବ୍ୟୁରୋ):-କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ଲୁହାଛଡ଼ରେ ପିଟି ପିଟି ହତ୍ୟା ।ମୃତକ ଯୁବକଜଣଙ୍କ ହେଲେ ସେହି ଗ୍ରାମର ଭାଗ୍ୟଧର ଘଣା। ପଞ୍ଚାୟତ ସ୍ତରରେ ଥିବା ଠିକା କାମକୁ ନେଇ ଏଭଳି ହତ୍ୟାକାଣ୍ତ ଘଟିଥିବା ସୂଚନା ।ଏବଂ ଘଟଣାସ୍ଥଳରେ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟଦୁଇଜଣ ଫେରାର ଅଛନ୍ତି ।