ଆଞ୍ଚଳିକପୁରୀ ପୁରୀ ଟାଉନ ଥାନା ଅଞ୍ଚଳରେ ଦାଦାବଟି ମାଗି ସେବାୟତ ଗିରଫ । By Dunia Halchal - April 23, 2022 80 Share FacebookTwitterPinterestWhatsApp ADVERTISEMENT ପୁରୀ,୨୩/୪(ଡି.ଏଚ ବ୍ୟୁରେ।):-ପୁରୀ ଟାଉନ ଥାନା ଅଞ୍ଚଳରେ ଦାଦାବଟି ମାଗି ସେବାୟତ ଗିରଫ । ସ୍ଥାନୀୟ ଦୋକାନୀ ଓ ପଥଚାରୀଙ୍କୁ ଧମକାଇ ଦାଦାବଟି ମାଗିବା ଅଭିଯୋଗରେ ସେବାୟତ ଲୋକନାଥ ପୂଜାପଣ୍ଡାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଥିବା ସୂଚନା । Advertisement