ବଲାଙ୍ଗୀର,୨୩/୪(ଡି.ଏଚ ବ୍ୟୁରେ।):-ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଅଘଟଣା। ଛାତରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା। ଡାକ୍ତରୀ ଛାତ୍ର ଜଣଙ୍କ ହରିୟାଣାର ନିଶାନ୍ତ କୁମାର ବୋଲି ସୂଚନା । ତେବେ ସେ କାହିଁକି ଆତ୍ମହତ୍ୟା କଲେ ? ନା କିଏ ତାଙ୍କୁ ଛାତରୁ ଠେଲିଦେଇଛି ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ଖବର ପାଇ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।