କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ସିନ୍ଧିପାର ଗାଁରେ ସାମାନ୍ୟ ଯୁକ୍ତି ତର୍କକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ ।

91
ADVERTISEMENT

କୋରାପୁଟ,୨୨/୪(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ସିନ୍ଧିପାର ଗାଁରେ ସାମାନ୍ୟ ଯୁକ୍ତି ତର୍କକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ । ଫଳରେ ୨ ଜଣ ଯୁବକ ମୃତ ହୋଇଥିବାବେଳେ ଜଣେ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଦ୍ବୟ ହେଲେ ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକ । ଏବଂ ଘଟଣାସ୍ଥଳରେ ଦାମନଜୋଡି ପୋଲିସର ତଦନ୍ତ ଜାରି ।

Advertisement