ଜମ୍ମୁକଶ୍ମୀର,୨୧/୪(ଡି.ଏଚ ବ୍ୟୁରୋ):-ଜମ୍ମୁକଶ୍ମୀରର ଉଧମପୁର ଜିଲ୍ଲା ରାମନଗର ଅଞ୍ଚଳରେ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ବରଯାତ୍ରୀ ବସ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡିବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇନିକଟସ୍ଥ ମେଡିକାଲ ରେ ଭର୍ତି । ବସ ଟି ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା ।