ମୟୁରଭଞ୍ଜ,୨୦/୪(ଡି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କତରା ନିକଟରେ ସ୍କର୍ପିଓ ଧକ୍କାରେ ସ୍କୁଟି ଚାଳକଙ୍କମୃତ୍ୟୁ । ଏବଂ ସ୍ଥାନୀୟଲୋକେ ମୃତକଙ୍କ କ୍ଷତିପୂରଣ ଦାବିରେ ୪୯ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି- ଝାରପୋଖରିଆ ରାସ୍ତାଅବରୋଧ କରିବା ସହ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ହୋଇ ସ୍କୋର୍ପିଓକୁ ଅଟକାଇ ଡ୍ରାଇଭର ଓ ଯାତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିବାବେଳେ ଜଣେ ଯାତ୍ରୀ ଗୁରୁତର ହୋଇ ମୃତ୍ୟୁ ବାରଣ କରିଥିବା ପୋଲିସ ପକ୍ଷରୁ ସୂଚନା ।