ରାଜ୍ୟର ବଲାଙ୍ଗୀର ସହରରେ ଉପର ମୁହାଁ ପାରଦ ।

70
ADVERTISEMENT

ବଲାଙ୍ଗୀର,୧୯/୪(ଡି.ଏଚ ବ୍ୟୁରୋ):-ରାଜ୍ୟର ବଲାଙ୍ଗୀର ସହରରେ ଉପର ମୁହାଁ ପାରଦ । ଫଳରେ ପ୍ରଚଣ୍ଡ ତାପମାତ୍ରା, ସହ ଝାଞ୍ଜି ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଜନସାଧାରଣ । ସେପଟେ କାଳବୈଶାଖୀ ପ୍ରଭାବରେ ବହୁ ଗଛୁ ଉପୁଡିପଡିଥିବାବେଳେ ବିଦ୍ୟୁତ ସରବରାହରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଯାହାଦ୍ୱାରା ଗରମର ଶିକାର ହେଉଛନ୍ତି ବଲାଙ୍ଗୀରବାସି ।

Advertisement