ଉତ୍ତରପ୍ରଦେଶ,୧୮/୪(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର ଆମେଠି ଜିଲ୍ଲା ଗୌରୀଗଞ୍ଜ ଥାନା ଅନ୍ତର୍ଗତ ବାବୁଗଞ୍ଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ସହ ବରଯାତ୍ରୀ ବୋଲେରୋର ମୁହାଁମୁହିଁ ଧକ୍କା ହେବା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଏବଂ ଖବର ପାଇ ଘଟଣାସ୍ଥଳରେ ପୋଲିସ ଟିମ୍ ର ତଦନ୍ତ ଜାରି ।