ଭୁବନେଶ୍ୱର,୧୮/୪(ଡି.ଏଚ ବ୍ୟୁରୋ):-ଆଜି ରାଜଧାନୀ ଭୁବନେଶ୍ବରରେ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ବିଶାଳ ରାଲି । ଏହି ରାଲିରେ ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ହଜାର ହଜାର ସଂଖ୍ୟକ ଡ୍ରାଇଭର । ଫଳରେ ଡ୍ରାଇଭରଙ୍କ ସମାଗମରୁ ଭୁବନେଶ୍ବରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଯିବା ଆଶଙ୍କା ଦେଖାଦେଇଛି।